பொருள் : ସୌରଜଗତର ସେହିଗ୍ରହ ଯାହା ଉପରେ ଆମେ ସବୁ ବାସ କରୁଛୁଁ
எடுத்துக்காட்டு :
ଚନ୍ଦ୍ର ପୃଥିବୀର ଏକ ଉପଗ୍ରହ ହିନ୍ଦୁ ଧର୍ମଗ୍ରନ୍ଥ ଅନୁସାରେ ପୃଥିବୀ ଶେଷନାଗଙ୍କ ଫଣା ଉପରେ ତିଷ୍ଠି ରହିଛି
ஒத்த சொற்கள் : ଅଚଳା, ଅବନୀ, ଧରା, ଧରିତ୍ରୀ, ପୃଥିବୀ, ପୃଥ୍ୱୀ, ବସୁଧା, ବସୁନ୍ଧରା, ମହୀ, ମାଟିମା’, ରସା
பிற மொழிகளில் மொழிபெயர்ப்பு :
सौर जगत का वह ग्रह जिस पर हम लोग निवास करते हैं।
चन्द्रमा पृथ्वी का एक उपग्रह है।பொருள் : ହିନ୍ଦୁ ଧର୍ମଗ୍ରନ୍ଥରେ ବର୍ଣ୍ଣିତ ଜଣେ ଦେବୀ ଯେ ସମଗ୍ର ସଂସାରକୁ ଧାରଣ କରିଛନ୍ତି
எடுத்துக்காட்டு :
ଧର୍ମଗ୍ରନ୍ଥରେ ପୃଥିବୀଙ୍କୁ ଭଗବାନ ବିଷ୍ଣୁଙ୍କ ପତ୍ନୀ ବୋଲି କୁହାଯାଇଛି
ஒத்த சொற்கள் : ଅବନୀ, କ୍ଷିତି, ଧରା, ଧରିତ୍ରୀ, ପୃଥିବୀ, ପୃଥ୍ୱୀ, ବସୁଧା, ବସୁନ୍ଧରା, ଭୂ-ଦେବୀ
பிற மொழிகளில் மொழிபெயர்ப்பு :
हिन्दू धर्म ग्रंथों में वर्णित एक देवी जो सारे संसार को धारण की हुई हैं।
धर्म ग्रंथों में पृथ्वी को भगवान विष्णु की पत्नी कहा गया है।A Hindu goddess who releases from sin or disease. Mother of the Adityas.
aditi