பொருள் : ବାଲିରେ ଘଷି କାଟିବା ବା ଉପର ଅଂଶ କମ୍ କରିବା
எடுத்துக்காட்டு :
ସେ ଚାରା କାଟିବା ପାଇଁ ଛୁରୀରେ ଶାଣ ଦେଉଛି
ஒத்த சொற்கள் : ଦାଢ଼ କରିବା, ଶାଣକରିବା, ଶାଣଦେବା, ଶାଣିତ କରିବା
பிற மொழிகளில் மொழிபெயர்ப்பு :
பொருள் : କୌଣସି ହତିଆର ଆଦିର ପ୍ରାନ୍ତକୁ ରଗଡ଼ିକରି ଧାର କରିବା
எடுத்துக்காட்டு :
କୃଷକ କୋଦାଳର ଦାଢ଼କୁ ଧାର କରୁଛି
ஒத்த சொற்கள் : ତୀକ୍ଷ୍ଣ କରିବା, ତେଜ କରିବା
பிற மொழிகளில் மொழிபெயர்ப்பு :