உறுப்பினராவதற்கு
பக்க முகவரியை கிளிப்போர்டில் நகலெடுக்கவும்.
பொருள் : ଜଳରେ ସଫା କରିବା କାମ
எடுத்துக்காட்டு : ହସ୍ତ ପ୍ରକ୍ଷାଳନ କଲା ପରେ ଆମେ ଖାଇବା ଉଚିତ
ஒத்த சொற்கள் : କ୍ଷାଳନ, ପ୍ରକ୍ଷାଳନ
பிற மொழிகளில் மொழிபெயர்ப்பு :हिन्दी English
जल से साफ़ करने का काम।
The work of cleansing (usually with soap and water).
பொருள் : ଧୋଇବାର କାମ
எடுத்துக்காட்டு : ଗୀତା ଲୁଗା ସଫାକରୁଛି
ஒத்த சொற்கள் : ସଫା କରିବା
धोने का काम।
பொருள் : ଲୁଗା ସଫା କରିବା
எடுத்துக்காட்டு : ଶୀଲା ସକାଳୁ ଲୁଗା ଧୋଉଥିଲା
कपड़े साफ करना।
Cleanse with a cleaning agent, such as soap, and water.
பொருள் : ପାଣି ବା କୌଣସି ତରଳ ପଦାର୍ଥ ସହାୟତାରେ କୌଣସି ବସ୍ତୁ ଉପରୁ ମଇଳା ଆଦି ଛଡ଼େଇବା
எடுத்துக்காட்டு : ଶ୍ୟାମା ମହାତ୍ମାଙ୍କ ଗୋଡ଼ ଧୋଉଛି ସନ୍ଥଜୀ ହାତଗୋଡ଼ ଧୋଉଛନ୍ତିଏହି ଯନ୍ତ୍ରାଂଶକୁ କିରାସିନିରେ ଧୁଅ
ஒத்த சொற்கள் : ପରିଷ୍କାର କରିବା, ସଫାକରିବା
पानी या किसी तरल पदार्थ की सहायता से किसी वस्तु पर से मैल, गर्द आदि हटाना।
நிறுவு