பொருள் : ଢୋଲଆଦି ବଜାଇ କରାଯାଉଥିବା ରାଜକୀୟ ଘୋଷଣା ବା ଦିଆଯାଉଥିବା ସୂଚନା
எடுத்துக்காட்டு :
ରାଜକୁମାରୀଙ୍କ ସ୍ୱୟମ୍ବର ସମ୍ପର୍କରେ ରାଜା ଡେଙ୍ଗୁରା ଦିଆଇଲେ
ஒத்த சொற்கள் : ଡେଙ୍ଗୁରା
பிற மொழிகளில் மொழிபெயர்ப்பு :
பொருள் : ଡୁଗ୍ଡୁଗୀ ଭଳି ଗୋଟିଏ ବଡ଼ ଥାପ ବାଦ୍ୟ
எடுத்துக்காட்டு :
ନାଗରା ଶବ୍ଦ ଶୁଣିଲା ମାତ୍ରେ ପିଲାମାନେ ଏକତ୍ରିତ ହୋଇଗଲେ
ஒத்த சொற்கள் : ଦୁନ୍ଦୁଭି, ପଣବାନକ
பிற மொழிகளில் மொழிபெயர்ப்பு :
A large hemispherical brass or copper percussion instrument with a drumhead that can be tuned by adjusting the tension on it.
kettle, kettledrum, timpani, tympani, tympanumபொருள் : ଏକ ପ୍ରକାରର ରାଜସ୍ଥାନୀ ଜୋତା ଯାହାର ଅଗ୍ର ଭାଗର ଉପର ଆଡ଼କୁ ଉଠିଥାଏ ବା ମୋଡ଼ି ହୋଇଥାଏ
எடுத்துக்காட்டு :
ଶ୍ୟାମ ସାର୍ଟ, ପାଇଜାମା ଏବଂ ପାଦରେ ନାଗରା ଜୋତା ପିନ୍ଧିଥିଲା
ஒத்த சொற்கள் : ନାଗରା ଜୋତା
பிற மொழிகளில் மொழிபெயர்ப்பு :
एक प्रकार का राजस्थानी जूता जिसका अग्र भाग ऊपर की ओर उठा या मुड़ा होता है।
श्याम कुर्ता,पायजामा और पैरों में नागरा पहने हुए था।