பொருள் : ନିଷେଧ ବା ଅସ୍ୱୀକୃତି ସୂଚିତ କରୁଥିବା ଧ୍ୱନି ବା ଶବ୍ଦ
எடுத்துக்காட்டு :
ମୋର ନାଁ ଶୁଣି ସେ ଉଦାସ ହୋଇଗଲା ପ୍ରଥମେ ମୋ ପୂରା କଥା ଶୁଣ, ମଝିରୁ ନାଁ କୁହନାହିଁ
பிற மொழிகளில் மொழிபெயர்ப்பு :
பொருள் : (ପରିମାଣବାଚକ) ସଂପୂର୍ଣ୍ଣ ଭାବେ ଅଭାବ ବା ଶୂନ୍ୟ ମାତ୍ରାର ବୋଧକ ଯାହା ସମୂହସୂଚକ ବା ବହୁବଚନ ଗଣନୀୟ ସଂଜ୍ଞା ସହିତ ଯୁକ୍ତ ହୋଇଥାଏ
எடுத்துக்காட்டு :
ଆମ ପାଖରେ ଟଙ୍କା ନାହିଁ କି ଘର ନାହିଁ
பிற மொழிகளில் மொழிபெயர்ப்பு :
* (परिमाणवाचक) पूरा या पूरी तरह से अभाव या शून्य मात्रा का बोधक जो समूहसूचक या बहुवचनीय गणनीय संज्ञाओं के साथ प्रयुक्त होता है।
हमारे पास एक भी पैसा नहीं है।