உறுப்பினராவதற்கு
பக்க முகவரியை கிளிப்போர்டில் நகலெடுக்கவும்.
பொருள் : କୌଣସି ଜାଗାରେ ରହୁଥିବା ବା ବାସ କରୁଥିବା ବ୍ୟକ୍ତି
எடுத்துக்காட்டு : ଏଠାକାର ସମସ୍ତ ବାସିନ୍ଦାଙ୍କୁ ଜଣାଇ ଦିଆଯାଉଛି କି ସେମାନେ କୌଣସି ଅପରିଚିତ ବ୍ୟକ୍ତିଙ୍କୁ ନିଜ ଘରେ ଶରଣ ଦିଅନ୍ତୁନାହିଁ
ஒத்த சொற்கள் : ଆବାସୀ, ବାସିନ୍ଦା
பிற மொழிகளில் மொழிபெயர்ப்பு :हिन्दी English
किसी जगह पर रहने या बसने वाला व्यक्ति।
A person who inhabits a particular place.
பொருள் : କୌଣସି ସ୍ଥାନରେ ରହୁଥିବା ବା ବସବାସ କରୁଥିବା ଜୀବ
எடுத்துக்காட்டு : ଜଙ୍ଗଲ କାଟିବାରୁ ଜଙ୍ଗଲର ଅଧିବାସୀମାନଙ୍କ ସଂଖ୍ୟା କମିବାରେ ଲାଗିଛି
ஒத்த சொற்கள் : ଅଧିବାସୀ, ବାସିନ୍ଦା
किसी जगह पर रहने या बसने वाला जीव।
A plant or animal naturalized in a region.
நிறுவு