பொருள் : କୌଣସି ମାଙ୍ଗଳିକ, ସାମାଜିକ ଅନୁଷ୍ଠାନଆଦି ଅବସରରେ କାହାରିକୁ ନିମନ୍ତ୍ରିତ କରିବାପାଇଁ ପଠାଯାଉଥିବା ପତ୍ର
எடுத்துக்காட்டு :
ନିଜ ପିଉସୀପୁଅ ଭାଇର ବାହାଘର ନିମନ୍ତ୍ରଣ ପତ୍ର ପାଇ ଶ୍ୟାମର ଆନନ୍ଦର ସୀମା ରହିଲା ନାହିଁ
பிற மொழிகளில் மொழிபெயர்ப்பு :
किसी मांगलिक, सामाजिक अनुष्ठान आदि के अवसर पर किसी को निमंत्रित करने के लिए भेजा जाने वाला पत्र।
अपने फुफेरे भाई की शादी का निमंत्रण पत्र पाकर श्याम फूला नहीं समाया।