பொருள் : ପରସ୍ପର ବିରୋଧୀ ପକ୍ଷଙ୍କଠାରୁ ଅଲଗା ରହିବା ବ୍ୟକ୍ତି
எடுத்துக்காட்டு :
ନିରପେକ୍ଷ ନେତାମାନଙ୍କ ଯୋଗୁଁ କେନ୍ଦ୍ରରେ କୌଣସି ଦଳର ସରକାର ହୋଇପାରିଲା ନାହିଁ ଏବଂ ରାଷ୍ଟ୍ରପତି ଶାସନ ଲାଗୁକରିବା ଦରକାର ପଡ଼ିଲା
ஒத்த சொற்கள் : ଅପକ୍ଷ, ନିଷ୍ପକ୍ଷ, ପକ୍ଷପାତରହିତ
பிற மொழிகளில் மொழிபெயர்ப்பு :
परस्पर विरोधी पक्षों से अलग रहने वाला।
तटस्थ नेताओं की वज़ह से केंद्र में किसी भी दल की सरकार नहीं बनी और राष्ट्रपति शासन लागू करना पड़ा।Free from undue bias or preconceived opinions.
An unprejudiced appraisal of the pros and cons.பொருள் : ଯେଉଁଠାରେ ପକ୍ଷପାତ ହୁଏ ନାହିଁ
எடுத்துக்காட்டு :
ପକ୍ଷପାତହୀନ ଦୃଷ୍ଟି ଥିଲେ ହିଁ ନିର୍ଣ୍ଣାୟକ ଠିକ ନିର୍ଣ୍ଣୟ ନେଇପାରିବେ
ஒத்த சொற்கள் : ପକ୍ଷପାତହୀନ, ଭେଦଭାବହୀନ
பிற மொழிகளில் மொழிபெயர்ப்பு :