பொருள் : ଯେ ଏଭଳି ସ୍ଥିତିରେ ଥାଏ ଯେପରିକି ତାର କୌଣସି ହାନି ହେବ ନାହିଁ
எடுத்துக்காட்டு :
ଅନ୍ଧାର ହେବା ପୂର୍ବରୁ ଆମେ ସୁରକ୍ଷିତ ସ୍ଥାନରେ ପହଞ୍ଚି ଯାଇଥିଲେ
ஒத்த சொற்கள் : ସୁରକ୍ଷିତ
பிற மொழிகளில் மொழிபெயர்ப்பு :
பொருள் : ଯେଉଁଥିରେ ଅନର୍ଥର ଆଶଙ୍କା ନ ଥାଏ
எடுத்துக்காட்டு :
ନିରାପଦ ଭବିଷ୍ୟତର କଳ୍ପନା ଅବଶ୍ୟ କରାଯାଇ ପାରିବ, କିନ୍ତୁ ଏହା ଜରୁରି ନୁହେଁ
பிற மொழிகளில் மொழிபெயர்ப்பு :
जिसमें अनर्थ की आशंका न हो।
निरापद भविष्य की कल्पना अवश्य की जा सकती है पर ऐसा ही हो यह ज़रूरी तो नहीं है।பொருள் : ଯେଉଁଥିରେ କୌଣସି ପ୍ରକାର ବିପତ୍ତିର ସମ୍ଭାବନା ନ ଥାଏ
எடுத்துக்காட்டு :
ସେ ନିରାପଦ ଜୀବନ ଜିଇଁଥିଲା
பிற மொழிகளில் மொழிபெயர்ப்பு :
Free from danger or the risk of harm.
A safe trip.