பொருள் : କୌଣସି କାମ, କଥା କିମ୍ବା ବ୍ୟବହାରକୁ ସୂକ୍ଷ୍ମ ଭାବରେ ଦେଖିବାର କ୍ରିୟା
எடுத்துக்காட்டு :
ସେ କ୍ଷେତର କାମ ନିରୀକ୍ଷଣ କରୁଥିଲା
ஒத்த சொற்கள் : ତଦାରଖ, ଦେଖାଚାହାଁ, ପର୍ଯ୍ୟୟବେକ୍ଷଣ
பிற மொழிகளில் மொழிபெயர்ப்பு :
Management by overseeing the performance or operation of a person or group.
oversight, superintendence, supervising, supervisionபொருள் : ଏହା ଦେଖିବାର କ୍ରିୟା ଯେ ସବୁ ବିଷୟଗୁଡ଼ିକ ଠିକ ଅଛି କି ନାହିଁ
எடுத்துக்காட்டு :
ରାମର ପର୍ଯ୍ୟବେକ୍ଷଣରେ ଏହି କାମ ହେଉଛି
ஒத்த சொற்கள் : ଦେଖାଚାହାଁ, ପର୍ଯ୍ୟବେକ୍ଷଣ
பிற மொழிகளில் மொழிபெயர்ப்பு :
Attention and management implying responsibility for safety.
He is in the care of a bodyguard.பொருள் : କୌଣସି ବିଶେଷ କାର୍ଯ୍ୟପାଇଁ ବିଶେଷକରି ନିରୀକ୍ଷଣ କରି ଏକ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯିବାର କ୍ରିୟା
எடுத்துக்காட்டு :
ପ୍ରଧାନମନ୍ତ୍ରୀ ଭୂକମ୍ପଗ୍ରସ୍ଥ ଅଞ୍ଚଳଗୁଡ଼ିକର ପରିଦର୍ଶନରେ ଯାଇଛନ୍ତି
ஒத்த சொற்கள் : ପରିଦର୍ଶନ, ଭ୍ରମଣ
பிற மொழிகளில் மொழிபெயர்ப்பு :
किसी विशेष कार्य के लिए एक स्थान से दूसरे स्थान तक जाने की क्रिया।
प्रधानमंत्री भूकंप ग्रस्त इलाकों के दौरे पर गए हैं।The act of visiting in an official capacity (as for an inspection).
visit