பொருள் : ଯେକୌଣସି ବସ୍ତୁ ବାହାରକୁ ବାହାରୁଥିବାର ମାର୍ଗ
எடுத்துக்காட்டு :
ନିର୍ଗମନ ନଳା ସଫା କରିବା ଉଚିତ
ஒத்த சொற்கள் : ନିର୍ଗମ
பிற மொழிகளில் மொழிபெயர்ப்பு :
பொருள் : ଆଜ୍ଞା ଆଦି ବାହାରିବା ବା ପ୍ରକାଶିତ ହେବାର କାମ
எடுத்துக்காட்டு :
ନିର୍ଗମର ଅନୁସାରେ ସବୁକାମ ଆରମ୍ଭ ହେଲାଣି
ஒத்த சொற்கள் : ନିର୍ଗମ
பிற மொழிகளில் மொழிபெயர்ப்பு :
பொருள் : କୌଣସି ସ୍ଥାନରୁ ବା ଦେଶରୁ ବହୁତ ଅଧିକ ପରିମାଣରେ ବିଶେଷକରି ଧନ ଆଦି ବାହାରକୁ ଯାଉଥିବାର କାମ
எடுத்துக்காட்டு :
ମୁଦ୍ରାର ନିର୍ଗମନ ଉପରେ ପ୍ରତିବନ୍ଧ କିପରି ଲଗାଯାଇପାରିବ
ஒத்த சொற்கள் : ନିର୍ଗମ
பிற மொழிகளில் மொழிபெயர்ப்பு :