பொருள் : ନିର୍ଦ୍ଦେଶ କରିବାର ପ୍ରକ୍ରିୟା ବା ଭାବ
எடுத்துக்காட்டு :
ଏହି କାମ ମେଜର ଚୋପଡ଼ାଙ୍କ ନିର୍ଦ୍ଦେଶରେ ହେଉଛି
ஒத்த சொற்கள் : ନିର୍ଦ୍ଦେଶନା
பிற மொழிகளில் மொழிபெயர்ப்பு :
பொருள் : ଏଭଳି ଅନୁରୋଧ ବା ଆଦେଶ ଯାହାର ପାଳନ ପାଇଁ ବାରମ୍ବାର କୁହାଯାଇଛି
எடுத்துக்காட்டு :
ମାଲିକ ଚାକରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ବଳଦମାନଙ୍କୁ ଖାଲି କୁଟାନଡ଼ା ଖୁଆଯାଉ
ஒத்த சொற்கள் : ତାଗିଦା
பிற மொழிகளில் மொழிபெயர்ப்பு :
பொருள் : (ବଡ଼ର ଛୋଟକୁ) ଅମୁକ କାର୍ଯ୍ୟ ଏଭଳି ହେବା ଆବଶ୍ୟକ ବୋଲି ବତାଇବା କ୍ରିୟା
எடுத்துக்காட்டு :
ସେ ଶିକ୍ଷକଙ୍କ ନିର୍ଦ୍ଦେଶ ଅନୁସାରେ କାମ କରି ସଫଳ ହେଲା
ஒத்த சொற்கள் : ଅନୁଦେଶ
பிற மொழிகளில் மொழிபெயர்ப்பு :
A message describing how something is to be done.
He gave directions faster than she could follow them.