பொருள் : କୌଣସି କାମ କରିବା ନିମନ୍ତେ ଦୁଇ ବା କେତେକ ପକ୍ଷଙ୍କ ମଧ୍ୟରେ ହେଉଥିବା ରାଜିନାମା ବା ବୁଝାମଣା
எடுத்துக்காட்டு :
ଦୁଇ ପକ୍ଷଙ୍କ ମଝିରେ ସର୍ତ୍ତ ହେଲା ଯେ ଜଣେ ଅନ୍ୟର ମାମଲାରେ ଦଖଲ ଦେବନାହିଁ
ஒத்த சொற்கள் : ଅନୁବନ୍ଧ, ବୁଝାମଣା, ରାଜିନାମା, ସର୍ତ୍ତ
பிற மொழிகளில் மொழிபெயர்ப்பு :
कोई काम करने के लिए दो या कई पक्षों में होने वाला, विशेषकर लिखित एवं कानून द्वारा प्रवर्तनीय ठहराव या निश्चय।
दोनों पक्षों के बीच यह अनुबंध हुआ कि वे एक दूसरे के मामले में दखल नहीं देंगे।An accommodation in which both sides make concessions.
The newly elected congressmen rejected a compromise because they considered it `business as usual'.பொருள் : ନିଷ୍ପତ୍ତି କରିବାର କ୍ରିୟା ବା ଭାବ
எடுத்துக்காட்டு :
ମୋ ଝଗଡ଼ାର ନିଷ୍ପତ୍ତି ହେଲା
ஒத்த சொற்கள் : ମୀମାଂଶା
பிற மொழிகளில் மொழிபெயர்ப்பு :
பொருள் : ଯୁକ୍ତିଦ୍ୱାରା କୌଣସି ବସ୍ତୁର ସ୍ଥିତି ସମ୍ପର୍କରେ ନିଶ୍ଚୟ କରିବା
எடுத்துக்காட்டு :
ବହୁତ ପ୍ରଯତ୍ନପରେ ଆମେ ଏହି ସିଦ୍ଧାନ୍ତରେ ପହଞ୍ଚିଲୁ ଯେ ରାମ ଭଲ ଲୋକ
ஒத்த சொற்கள் : ନିର୍ଣ୍ଣୟ, ନିଷ୍କର୍ଷ, ଫଳାଫଳ, ସିଦ୍ଧାନ୍ତ
பிற மொழிகளில் மொழிபெயர்ப்பு :
A position or opinion or judgment reached after consideration.
A decision unfavorable to the opposition.