பொருள் : ଯେଉଁ ଶାସ୍ତ୍ରରେ ମନୁଷ୍ୟ ସମାଜର ହିତପାଇଁ ଦେଶ, କାଳ, ପାତ୍ର ଅନୁସାରେ ଆଚାର ବ୍ୟବହାର ତଥା ପ୍ରବଂଧ ଓ ଶାସନର ବିଧିବିଧାନ ଲେଖାଯାଇଥାଏ
எடுத்துக்காட்டு :
ଚନ୍ଦ୍ରଗୁପ୍ତଙ୍କ ଶାସନ କାଳରେ ଚାଣକ୍ୟ ନୀତିଶାସ୍ତ୍ର ଲେଖିଥିଲେ
ஒத்த சொற்கள் : ନୀତିଶାସ୍ତ୍ର
பிற மொழிகளில் மொழிபெயர்ப்பு :
वह शास्त्र जिसमें मनुष्य समाज के हित के लिए देश, काल और पात्र के अनुसार आचार-व्यवहार तथा प्रबंध एवं शासन का विधान हो।
चंद्रगुप्त के शासन काल में चाणक्य ने नीतिशास्त्र लिखा था।