பொருள் : ଯେଉଁଥିରେ ତେଲ, ଘିଅ ଆଦି ଚିକଣିଆ ପଦାର୍ଥ ମିଶିନାହିଁ ବା ପଡ଼ିନାହିଁ
எடுத்துக்காட்டு :
କୃଷକଟି ଖୁସିରେ ନୁଖୁରା ରୁଟି ଓ ଚଟଣି ଖାଉଛି
ஒத்த சொற்கள் : ରୁଖା
பிற மொழிகளில் மொழிபெயர்ப்பு :
பொருள் : ଯେଉଁଥିରେ ସ୍ନେହ ବା ପ୍ରେମ ନାହିଁ
எடுத்துக்காட்டு :
ତାର ଶୁଖିଲା ନିମନ୍ତ୍ରଣକୁ ମୁଁ ଅସ୍ୱୀକାର କଲି
ஒத்த சொற்கள் : ଆଦରବିହୀନ, ପ୍ରେମଶୂନ୍ୟ, ଶୁଖିଲା, ସ୍ନେହ ରହିତ
பிற மொழிகளில் மொழிபெயர்ப்பு :