உறுப்பினராவதற்கு
பக்க முகவரியை கிளிப்போர்டில் நகலெடுக்கவும்.
பொருள் : ଯାହା ଏବେ ତିଆରି ହୋଇଛି, ପ୍ରସ୍ତୁତ ହୋଇଛି ବା ବିଦିତ ହୋଇଛି
எடுத்துக்காட்டு : ଏବେ ଆମେ ଆପଣଙ୍କୁ ନବୀନତମ ଉପଲବ୍ଧି ସମ୍ପର୍କରେ ଅବଗତ କରାଇବୁ
ஒத்த சொற்கள் : ତାଜା, ନବୀନତମ, ନୂଆ
பிற மொழிகளில் மொழிபெயர்ப்பு :हिन्दी
जो अभी बना, निकला, प्रस्तुत या विदित हुआ हो।
பொருள் : ବର୍ତ୍ତମାନ ଯାହା ଲେଖାଯାଇଛି
எடுத்துக்காட்டு : ଶିକ୍ଷକଙ୍କ ନୂଆ କବିତା ଖୁବ ରୋଚକ
ஒத்த சொற்கள் : ନବରଚିତ, ନବ୍ୟ, ନୂଆ, ନୂଆଲେଖା
जिसकी रचना अभी-अभी की गई हो।
பொருள் : ଯାହା କିଛି ଦିନ ପୂର୍ବେ ତିଆରି ହୋଇଛି, ବାହାରିଛି ବା ପ୍ରସ୍ତୁତ ହୋଇଛି
எடுத்துக்காட்டு : ବୈଜ୍ଞାନିକ କ୍ଷେତ୍ରରେ ରୋବୋଟ୍ର ନିର୍ମାଣ ନୂଆ
ஒத்த சொற்கள் : ଅଭିନବ, ନବ, ନବୀନ, ନୂଆ
பிற மொழிகளில் மொழிபெயர்ப்பு :हिन्दी English
जिसे बने, निकले या प्रस्तुत हुए थोड़े ही दिन हुए हों।
Original and of a kind not seen before.
பொருள் : ବର୍ତ୍ତମାନ ବା ଏହି ସମୟ ସହ ସମ୍ବନ୍ଧିତ
எடுத்துக்காட்டு : ଆଧୁନିକ ଭାରତୀୟ ସମାଜ ଭ୍ରଷ୍ଟାଚାର ଆଡ଼କୁ ଉଗ୍ରସର ହେଉଛି
ஒத்த சொற்கள் : ଅଦ୍ୟତନ, ଅଧୁନାତନ, ଅପ୍ରାଚୀନ, ଆଜିକାଲି, ଆଧୁନିକ, ଇଦାନୀଂ, ଇଦାନୀଂତନ, ଏବର, ନବୀନ, ନୂଆ, ବର୍ତ୍ତମାନ, ସାମ୍ପ୍ରତିକ
जिस पर इस समय की बातों या विशेषताओं की पूरी छाप हो।
நிறுவு