பொருள் : ଗୋଟିଏ ବୈଦିକ ଛନ୍ଦ
எடுத்துக்காட்டு :
ପଂକ୍ତିରେ ଚାଳିସଟି ବର୍ଣ୍ଣ ଥାଏ
பிற மொழிகளில் மொழிபெயர்ப்பு :
பொருள் : କୌଣସି କବିତା ବା ଗୀତରେ ଥିବା ଚରଣ ବା ପଦ
எடுத்துக்காட்டு :
ସୀତା ସ୍ୱଲିଖିତ କବିତାର ଗୋଟିଏ ପଂକ୍ତି ଶୁଣାଇଲେ
பிற மொழிகளில் மொழிபெயர்ப்பு :
பொருள் : ଲୋକ ବା ବାହନମାନଙ୍କର ଧାଡ଼ି ଯାହା କାହାକୁ ବା କିଛିପାଇଁ ଅପେକ୍ଷା କରିଛନ୍ତି
எடுத்துக்காட்டு :
ଧାଡ଼ି ଭାଙ୍ଗି ଯାତ୍ରୀ ଭରୁଥିବା ଚାଳକକୁ ବହୁତ ମାଡ଼ ହେଲା
பிற மொழிகளில் மொழிபெயர்ப்பு :
பொருள் : କୌଣସି ପଷ୍ଠା ବା କୌଣସି ବସ୍ତୁର ପର୍ଦ୍ଦାଆଦି ଉପରେ ସିଧାରେ ଲେଖାହୋଇଥିବା ଲେଖା
எடுத்துக்காட்டு :
ଉଦାହରଣ ନିମନ୍ତେ ଆପଣ ପଞ୍ଚମ ପଂକ୍ତି ଦେଖନ୍ତୁ
பிற மொழிகளில் மொழிபெயர்ப்பு :
Text consisting of a row of words written across a page or computer screen.
The letter consisted of three short lines.பொருள் : ଗୋଟିଏ ବର୍ଣ୍ଣବୃତ୍ତ
எடுத்துக்காட்டு :
ପଂକ୍ତିରେ ପ୍ରତ୍ୟେକ ପାଦରେ ଗୋଟିଏ ଭଗଣ ଏବଂ ଶେଷରେ ଦୁଇଟି ଗୁରୁ ହୋଇଥାଏ
பிற மொழிகளில் மொழிபெயர்ப்பு :