பொருள் : କାଗଜରେ ବିଶେଷକରି ଗୋଲ ଛେଦ କରିବା ପାଇଁ ବ୍ୟବହୃତ ଏକ ଉପକରଣ
எடுத்துக்காட்டு :
ଲିପିକ ଆବେଦନ ପତ୍ରଗୁଡ଼ିକ ପଞ୍ଚଦ୍ୱାରା କଣା କରି ତାକୁ ଫାଇଲରେ ଲଗାଇଦେଲା
பிற மொழிகளில் மொழிபெயர்ப்பு :
பொருள் : କୌଣସି ଝଗଡ଼ା ବା ମାମଲାର ସମାଧାନପାଇଁ ନିଯୁକ୍ତ କରାଯାଇଥିବା ଦଳର ସଦସ୍ୟ
எடுத்துக்காட்டு :
ପଞ୍ଚଙ୍କୁ ନିଜର ନିର୍ଣ୍ଣୟ ଭାବିଚିନ୍ତି କରିବା ଉଚିତ୍
பிற மொழிகளில் மொழிபெயர்ப்பு :
Someone chosen to judge and decide a disputed issue.
The critic was considered to be an arbiter of modern literature.பொருள் : ଚୟନ ହୋଇଥିବା ଲୋକମାନଙ୍କର ଯେଉଁ ଦଳ କୌଣସି ସମସ୍ୟାକୁ ସୁଧାରିବାପାଇଁ ନିୟୋଜିତ ହୋଇଥାନ୍ତି
எடுத்துக்காட்டு :
ପଞ୍ଚାୟତର ନିର୍ଣ୍ଣୟ ପକ୍ଷପାତରୁ ଉର୍ଦ୍ଧ୍ୱରେ ହେବା ଉଚିତ୍
ஒத்த சொற்கள் : ପଞ୍ଚାଏତ, ପଞ୍ଚାୟତ
பிற மொழிகளில் மொழிபெயர்ப்பு :
A body of citizens sworn to give a true verdict according to the evidence presented in a court of law.
jury