பொருள் : ଯାହାର ଆଖି ପଦ୍ମ ଭଳି ସୁନ୍ଦର
எடுத்துக்காட்டு :
ରାଧା କମଳନୟନ କୃଷ୍ଣଙ୍କୁ ପ୍ରେମ କରୁଥିଲେ
ஒத்த சொற்கள் : ଅରବିନ୍ଦ ନୟନ, କମଳ ଲୋଚନ, କମଳନେତ୍ର, କମଳନୟନ, ପଦ୍ମନେତ୍ର, ପୁଣ୍ଡରିକନେତ୍ର, ପୁଣ୍ଡରୀକାକ୍ଷ, ରାଜୀବଲୋଚନ
பிற மொழிகளில் மொழிபெயர்ப்பு :
जिसकी आँखे कमल के समान सुंदर हों।
राधा कमलनयन कृष्ण से प्रेम करती थी।