பொருள் : କୌଣସି ବସ୍ତୁ, ବ୍ୟକ୍ତିଆଦିର କାମକରିବାରେ ଯୋଗ୍ୟତା ଅଛି କି ନାହିଁ ଜାଣିବାପାଇଁ ପରୀକ୍ଷା କରିବା
எடுத்துக்காட்டு :
ଏହି ଛୋଟ କାମ୍ ଜରିଆରେ ମୁଁ ତାକୁ ପରୀକ୍ଷା କରୁଛି କି ସେ ମୋ କାମପାଇଁ ଯୋଗ୍ୟ କି ନୁହେଁ
ஒத்த சொற்கள் : ଅବଲୋକନ କରିବା, ଦେଖିବା, ପରଖିବା, ପରୀକ୍ଷା କରିବା
பிற மொழிகளில் மொழிபெயர்ப்பு :
किसी वस्तु, व्यक्ति आदि के गुण, दोष को जाँचना कि यह अमुक काम के योग्य है कि नहीं।
इस छोटे से कार्य के जरिए मैं उसको परख रहा हूँ कि वह मेरे काम का है या नहीं।To look at critically or searchingly, or in minute detail.
He scrutinized his likeness in the mirror.பொருள் : ଯୋଗ୍ୟତା, ବେଶେଷତା, ସାମର୍ଥ୍ୟ, ଗୁଣଆଦି ଜାଣିବାପାଇଁ ଶୋଧ ସମ୍ବନ୍ଧୀୟ କାମ କରିବା ବା କିଛି ବିଶେଷ କାମ କରିବା
எடுத்துக்காட்டு :
ବଣିଆ ସୁନାର ଶୁଦ୍ଧତା ପରୀକ୍ଷା କରେ
ஒத்த சொற்கள் : ଜାଞ୍ଚ କରିବା, ପରୀକ୍ଷା କରିବା
பிற மொழிகளில் மொழிபெயர்ப்பு :
योग्यता, विशेषता, सामर्थ्य, गुण आदि जानने के लिए शोध संबंधी कार्य करना या कुछ विशेष काम करना।
सोनार सोने की शुद्धता परखता है।