பொருள் : ମନକୁ ଖୁସି କରିବା କିମ୍ବା ଅନ୍ୟ କୌଣସି କାରଣରୁ ପର୍ଯ୍ୟଟନ ସ୍ଥଳ ଇତ୍ୟାଦିରେ ବୁଲାବୁଲି କରିବାର କ୍ରିୟା
எடுத்துக்காட்டு :
ଏହି ପର୍ଯ୍ୟଟନ ଦଳ ପୂରା ଭାରତ ପରିଭ୍ରମଣ କରି ଫେରୁଛନ୍ତି
ஒத்த சொற்கள் : ପରିଭ୍ରମଣ
பிற மொழிகளில் மொழிபெயர்ப்பு :
பொருள் : ଅର୍ଥ ବିନିମୟରେ ପର୍ଯ୍ୟଟକମାନଙ୍କୁ ବୁଲିବା, ଖାଇବା, ରହିବା, ଆଦି ସେବା ଯୋଗାଇଦେବାର ବ୍ୟବସ୍ଥା
எடுத்துக்காட்டு :
ମହେଶ ପର୍ଯ୍ୟଟନରୁ ଭଲ ଆମଦାନୀ କରୁଛି ପୁରୀରେ ପର୍ୟଟନ ଏକ ପ୍ରମୁଖ ବ୍ୟବସାୟ
பிற மொழிகளில் மொழிபெயர்ப்பு :