பொருள் : ମୁଣ୍ଡରେ ଗୁଡ଼େଇହୋଇ ବନ୍ଧା ହୋଇଥିବା ଲମ୍ବା ଲୁଗା
எடுத்துக்காட்டு :
ସେ ଖରାରେ କାମ କରିବା ସମୟରେ ମୁଣ୍ଡରେ ଠେକା ଭିଡ଼େ
பிற மொழிகளில் மொழிபெயர்ப்பு :
பொருள் : ବର୍ଷା,ବାୟୁର ଶୁଷ୍କତା ଓ ଆର୍ଦ୍ରତା ତଥା ପ୍ରବାହ ଆଦି ଦୃଷ୍ଟିକୋଣରୁ କୌଣସି ସ୍ଥାନର ବାତାବରଣ ବିଭିନ୍ନ ସମୟରେ ପରିବର୍ତ୍ତନ ହେବାର ଅବସ୍ଥା
எடுத்துக்காட்டு :
ଆଜିର ପାଗ ଅତ୍ୟନ୍ତ ଆନନ୍ଦଦାୟକ
ஒத்த சொற்கள் : ପାଣିପାଗ
பிற மொழிகளில் மொழிபெயர்ப்பு :