உறுப்பினராவதற்கு
பக்க முகவரியை கிளிப்போர்டில் நகலெடுக்கவும்.
பொருள் : କୌଣସି ଜିନିଷକୁ ଚାରିଆଡ଼ୁ ଘେରିଥିବା କୌଣସି ରେଖା ବା କୌଣସି ଜିନିଷଆଦି
எடுத்துக்காட்டு : ସେ ଖେତର ଚାରିଆଡ଼େ ବାଡ଼ ବୁଜି ଦେଇଛି ଅବରୋଧ ଭାଙ୍ଗି ଚୋର ପରିସର ମଧ୍ୟକୁ ପଶି ଆସିଲା
ஒத்த சொற்கள் : ଅବରୋଧ, ଗେରଦ, ଘେର, ଘେରଉ, ଘେରା, ବାଡ଼, ହତା
பிற மொழிகளில் மொழிபெயர்ப்பு :हिन्दी English
किसी चीज़ को चारों ओर से घेरने वाली कोई चीज़।
A barrier that serves to enclose an area.
பொருள் : କୌଣସି ସ୍ଥାନକୁ ଘେରିବାପାଇଁ ପଥର,ଇଟା,ମାଟିଆଦି ଦ୍ୱାରା ଠିଆ କରାଯାଇଥିବା ଲମ୍ବା, ସିଧା ଓ ଉଚ୍ଚ ଗଢ଼ଣ
எடுத்துக்காட்டு : ପଥର ପାଚେରୀ ମଜବୁତ୍ ହୋଇଥାଏ
ஒத்த சொற்கள் : ଦେୱାଲ
பிற மொழிகளில் மொழிபெயர்ப்பு :हिन्दी
पत्थर, ईंट, मिट्टी आदि की प्रायः लंबी, सीधी और ऊँची रचना जो कोई स्थान घेरने के लिए खड़ी की जाती हैं।
நிறுவு