பொருள் : ଚେୟାରରେ ବସିଥିବା ଲୋକର ପାଦ ରଖିବାପାଇଁ ବ୍ୟବହୃତ ଗୋଟିଏ ଛୋଟ ଚୌକି
எடுத்துக்காட்டு :
ସେ ଚେୟାରରେ ବସିବା ମାତ୍ରେ ହିଁ ପାଦାନୀ ଉପରେ ନିଜର ପାଦ ରଖିଲା
ஒத்த சொற்கள் : ପାଦାନୀ
பிற மொழிகளில் மொழிபெயர்ப்பு :
பொருள் : ପାଦ ରଖିବା ପାଇଁ ବସ୍ତୁ ବା ସ୍ଥାନ
எடுத்துக்காட்டு :
ପାଦାନୀ ସୁବିଧା ଥିବାରୁ ପାଦକୁ ଆରାମ ମିଳୁଛି
ஒத்த சொற்கள் : ପାଦାନୀ
பிற மொழிகளில் மொழிபெயர்ப்பு :
பொருள் : ପାଦ ରଖିବାର ଆସନ
எடுத்துக்காட்டு :
ଶ୍ୟାମା ପାଦକୁ ଆରାମ ଦେବାପାଇଁ ତାକୁ ପାଦରଖା ଉପରେ ରଖେ
ஒத்த சொற்கள் : ପାଦାନୀ
பிற மொழிகளில் மொழிபெயர்ப்பு :