பொருள் : ଆଗପଛ କ୍ରମରେ ଆସିବା ସୁଯୋଗ ବା ସୁବିଧା
எடுத்துக்காட்டு :
ଶିବରାତ୍ରି ଦିନ ପ୍ରଭୁଶିବଙ୍କ ଦର୍ଶନପାଇଁ ଅଧାଘଣ୍ଟା ଛିଡ଼ାହେବାପରେ ମୋ ପାଳି ପଡ଼ିଲା
ஒத்த சொற்கள் : ବାରି
பிற மொழிகளில் மொழிபெயர்ப்பு :
பொருள் : କଳକାରଖାନା ଆଦିରେ କାମ କରିବା ଏକ ନିର୍ଧାରିତ ସମୟ ଯେଉଁ ସମୟରେ କର୍ମଚାରୀ ବା କର୍ମଚାରୀଦଳ ଆସି କାର୍ଯ୍ୟ କରନ୍ତି
எடுத்துக்காட்டு :
ରାମଦେବର ଆଜିଠାରୁ ରାତି ପାଳି ଆରମ୍ଭ ହୋଇଛି
பிற மொழிகளில் மொழிபெயர்ப்பு :
பொருள் : ଖେଳାଳୀମାନଙ୍କୁ ବାରମ୍ବାର ମିଳୁଥିବା ସୁଯୋଗ ଯାହା କୌଣସି କାମ କରିବାରେ ବା ଖେଳିବାରେ ମିଳେ
எடுத்துக்காட்டு :
ଏବେ ରାମର ପାଳି
பிற மொழிகளில் மொழிபெயர்ப்பு :