பொருள் : କୌଣସି ବସ୍ତୁ, ବ୍ୟକ୍ତି ବା କୌଣସି ଭାଗକୁ ଯୋରରେ ଉଚ୍ଚ ସ୍ଥାନରୁ ତଳକୁ ପକାଇବା
எடுத்துக்காட்டு :
ପିଲାଟି ଖେଳନାକୁ ପିଟୁଥିଲା
ஒத்த சொற்கள் : କଚାଡ଼ିବା
பிற மொழிகளில் மொழிபெயர்ப்பு :
किसी वस्तु, व्यक्ति या किसी भाग को ज़ोर के साथ ऊँचे स्थान से नीचे की ओर गिराना।
बच्चा खिलौनों को पटक रहा है।Set (something or oneself) down with or as if with a noise.
He planked the money on the table.பொருள் : ଆଘାତଦ୍ୱାରା କୌଣସି ବସ୍ତୁକୁ ଚେପଟା କରିବା
எடுத்துக்காட்டு :
କମାର ଲୁହା ଉପକରଣ ତିଆରିକରିବା ସମୟରେ ତାକୁ ଗରମ କରି ପିଟିଥାଏ
ஒத்த சொற்கள் : ବାଡ଼େଇବା
பிற மொழிகளில் மொழிபெயர்ப்பு :
பொருள் : କାହାରି ଉପରେ ଅନ୍ୟ କିଛି ବସ୍ତୁଆଦିରେ ଆଘାତ କରିବା
எடுத்துக்காட்டு :
ସିପାହୀ ଚୋରକୁ ଲାଠିରେ ପିଟୁଛି ସେ ପିଲାଟିକୁ ଗୋଟେ ଚଟକଣି ପକାଇଲା
ஒத்த சொற்கள் : ଚଟକଣି ଦେବା, ଚଟକଣି ପକେଇବା, ଧୁଲେଇକରିବା, ପ୍ରହାର କରିବା, ବାଡ଼େଇବା, ମାରିବା
பிற மொழிகளில் மொழிபெயர்ப்பு :
किसी पर किसी वस्तु आदि से आघात करना।
सिपाही चोर को लाठी से मार रहा है।பொருள் : ଆଘାତ ପାଇ ପ୍ରବେଶ କରିବା
எடுத்துக்காட்டு :
ଅତି କଷ୍ଟରେ କାନ୍ଥରେ କଣ୍ଟା ଠୁକିଲି
ஒத்த சொற்கள் : ଠୁକିବା, ପ୍ରବେଶ କରାଇବା
பிற மொழிகளில் மொழிபெயர்ப்பு :