பொருள் : ଯେ ସବୁବେଳେ ଉନ୍ନତି କରି ଆଗକୁ ବଢ଼ୁଥାଏ
எடுத்துக்காட்டு :
ଅଗ୍ରଗାମୀ ବ୍ୟକ୍ତି ସମାଜକୁ ଗୋଟିଏ ନୂଆ ଦିଗ ଦେଖାଇଥାଏ
ஒத்த சொற்கள் : ଅଗ୍ରଗାମୀ
பொருள் : ପ୍ରଗତି କରିଲାବାଲା
எடுத்துக்காட்டு :
ପ୍ରଗତିକର୍ତ୍ତା ବ୍ୟକ୍ତି ସମସ୍ୟା ସହିତ ସଂଗ୍ରାମ କରି ପ୍ରଗତି ପଥରେ ଅଗ୍ରସର ହୋଇଥାନ୍ତି
ஒத்த சொற்கள் : ଅଗ୍ରଗାମୀ, ପ୍ରଗତିକର୍ତ୍ତା, ପ୍ରଗତିଶୀଳ
பிற மொழிகளில் மொழிபெயர்ப்பு :
प्रगति करनेवाला या जो बराबर उन्नति करता हुआ आगे बढ़ता हो।
प्रगतिशील व्यक्ति समस्याओं से जूझते हुए प्रगति पथ पर अग्रसर रहते हैं।