பொருள் : ଗୋଟିଏ ଅର୍ଦ୍ଧସମ ବର୍ଣ୍ଣବୃତ୍ତ
எடுத்துக்காட்டு :
ପୁଷ୍ପିତାଗ୍ରାର ପ୍ରଥମ ଓ ତୃତୀୟପାଦରେ ଦୁଇ ନଗଣ, ଗୋଟିଏ ରଗଣ, ଏବଂ ଗୋଟିଏ ୟଗଣ ଥାଏ ଓ ଦ୍ବିତୀୟ ଓ ଚତୁର୍ଥପାଦରେ ଗୋଟିଏ ନଗଣ, ଦୁଇଟି ଜଗଣ, ଏକ ରଗଣ ତଥା ଗୋଟିଏ ଗୁରୁ ଥାଏ
பிற மொழிகளில் மொழிபெயர்ப்பு :
एक अर्द्धसम वर्णवृत्त।
पुष्पिताग्रा के पहले एवं तीसरे चरण में दो नगण, एक रगण, और एक यगण होता है एवं दूसरे और चौथे चरण में एक नगण, दो जगण, एक रगण तथा एक गुरु होता है।