பொருள் : ଭରିବାକାମ ଅନ୍ୟ କାହାଦ୍ୱାରା କରାଇବା
எடுத்துக்காட்டு :
କୃଷକ ତା ସ୍ତ୍ରୀଦ୍ୱାରା ମୁଣିରେ ଧାନ ପୂରାଉଛି
ஒத்த சொற்கள் : ପୂରାଇବା, ବୋଝେଇକରିବା, ଭରିବା, ଭର୍ତ୍ତିକରିବା
பிற மொழிகளில் மொழிபெயர்ப்பு :
பொருள் : କୌଣସି କାର୍ଯ୍ୟ ବା ବସ୍ତୁ ଶେଷ କରିବା
எடுத்துக்காட்டு :
ପ୍ରଥମେ ଏହି କାମ ଶେଷ କର
ஒத்த சொற்கள் : ପୂରା କରିବା, ଶେଷ କରିବା, ସମାପ୍ତ କରିବା
பிற மொழிகளில் மொழிபெயர்ப்பு :
किसी काम या वस्तु आदि का अंत करना।
पहले यह काम खत्म करो।