பொருள் : ଶରୀରରେ ଛାତି ତଳେ ତଥା ପେଟ ଉପରର ଅଂଶ ବା ଭାଗ
எடுத்துக்காட்டு :
ତିନି ଦିନ ଧରି ଖାଦ୍ୟ ନଖାଇବା କାରଣରୁ ତାର ପେଟ ପିଠି ଲାଗିଗଲାଣି
பிற மொழிகளில் மொழிபெயர்ப்பு :
பொருள் : ପେଟର ସେହି ଅଂଶ ଯେଉଁଠି ଭାଙ୍ଗ ପଡ଼ିଥାଏ
எடுத்துக்காட்டு :
ମୁନ୍ନାର ପେଟରେ ବଡ଼ କଳାଜାଇ ଅଛି
பிற மொழிகளில் மொழிபெயர்ப்பு :
பொருள் : ଭୋଜନର ଉପଭୋକ୍ତା ଭାବେ ଗଣାଯାଉଥିବା ବ୍ୟକ୍ତି
எடுத்துக்காட்டு :
ତାକୁ ସାତୋଟି ମୁହଁରେ ଦାନା ଦେବାକୁ ପଡ଼ୁଛି
பிற மொழிகளில் மொழிபெயர்ப்பு :
பொருள் : ଜାହାଜ ବା ନାଆର ଢାଞ୍ଚା
எடுத்துக்காட்டு :
ଜାହାଜର ପେଟର ଅଧିକାଂଶ ପାଣିରେ ରହେ
பிற மொழிகளில் மொழிபெயர்ப்பு :