பொருள் : କୌଣସି ବସ୍ତୁର ଆବିଷ୍କାରକଙ୍କୁ ସେହି ବସ୍ତୁ ଉପରେ ସଂପୂର୍ଣ୍ଣ ଅଧିକାର ଦେଉଥିବା ଦସ୍ତାବିଜ
எடுத்துக்காட்டு :
ଆମେରିକା ହଳଦୀ, ବାସୁମତୀ ଚାଉଳ, ନିମ ଭଳି ଭାରତୀୟ ବସ୍ତୁଗୁଡ଼ିକଉପରେ ପେଟେଣ୍ଟ ପାଇବାପାଇଁ ଚେଷ୍ଟା କଲା
ஒத்த சொற்கள் : ଏକସ୍ୱ
பிற மொழிகளில் மொழிபெயர்ப்பு :
பொருள் : କୌଣସି ଆବିଷ୍କାର, ନିର୍ମାଣ ଆଦିରେ ପୂର୍ଣ୍ଣଅଧିକାର ପ୍ରାପ୍ତ ସେହି ଅଧିକାରୀ ବ୍ୟକ୍ତି, କମ୍ପାନୀ ଆଦି ସେହି ବସ୍ତୁକୁ ପ୍ରସ୍ତୁତ କରି ବିକ୍ରି କରିପାରିବେ
எடுத்துக்காட்டு :
ସେ ଗୋଟିଏ ଆୟୁର୍ବେଦିକ ଔଷଧର ପେଟେଣ୍ଟ କରିବାକୁ ଚାହୁଁଛି
ஒத்த சொற்கள் : ଏକସ୍ବ ଅଧିକାର
பிற மொழிகளில் மொழிபெயர்ப்பு :
किसी आविष्कार, निर्माण आदि पर पूर्ण अधिकार जिसके द्वारा वही अधिकारी व्यक्ति, कंपनी आदि उस वस्तु को बना, बेंच आदि सकता है।
वह एक आयुर्वेदिक दवा का पेटेंट कराना चाहता है।The right granted by a patent. Especially the exclusive right to an invention.
patent rightபொருள் : ଅମୁକ ବସ୍ତୁର ପେଟେଣ୍ଟ ଅମୁକ ବ୍ୟକ୍ତିକୁ, କମ୍ପାନୀକୁ ଦିଆଯାଉବୋଲି ଲେଖାଯାଇଥିବା ଅଧିକାରୀଙ୍କ ପତ୍ର
எடுத்துக்காட்டு :
ଯେତେବେଳ ପର୍ଯ୍ୟନ୍ତ ପେଟେଣ୍ଟ ହାତରେ ନପହଞ୍ଚିଛି ସେତେବେଳ ପର୍ଯ୍ୟନ୍ତ କିଛି କରିହେବ ନାହିଁ
ஒத்த சொற்கள் : ଏକତ୍ବ ଅଧିକାରପତ୍ର, ଏକସ୍ବ ଅଧିକାରପତ୍ର, ପେଟେଂଟ
பிற மொழிகளில் மொழிபெயர்ப்பு :
वह अधिकारिक पत्र जिस पर यह लिखा को कि अमुक वस्तु का पेटेंट अमुक आदमी, कंपनी आदि को दिया जाता है।
जब तक पेटेंट हाथ में नहीं आ जाता तब तक कुछ नहीं किया जा सकता।