பொருள் : କାହାରିକୁ କରିବାପାଇଁ ପ୍ରବୃତ୍ତ କରିବା
எடுத்துக்காட்டு :
ଠିକାଦାର ଶ୍ରମିକଙ୍କଦ୍ୱାରା କାମ କରାଉଛି
ஒத்த சொற்கள் : କରାଇବା, ପ୍ରବୃତ୍ତ କରାଇବା
பிற மொழிகளில் மொழிபெயர்ப்பு :
பொருள் : କାହାରିକୁ ଉତ୍ତେଜିତ କରିବା
எடுத்துக்காட்டு :
ରାମୁ ଘନଶ୍ୟାମଦ୍ୱାରା ମୋତେ ଉସ୍କେଇଲା ଆଉ ମୁଁ ମନୋହର ସହିତ ଝଗଡ଼ାକଲି
ஒத்த சொற்கள் : ଉତ୍ସାହିତ କରିବା, ଉସ୍କେଇବା, ପ୍ରବର୍ତ୍ତେଇବା, ମତାଇବା, ମତେଇବା
பிற மொழிகளில் மொழிபெயர்ப்பு :