பொருள் : ଗୋଟିଏ ପରେ ଗୋଟିଏ ଘଟୁଥିବା ଘଟଣା ବା ଲଗାତାରଭାବେ ବିଚାରଆଦିର ପ୍ରଭାବଶାଳୀ କ୍ରମ
எடுத்துக்காட்டு :
ଏହି ଲେଖାରେ ଲେଖକଙ୍କ ବିଚାରଶକ୍ତିର ପ୍ରବାହ ରହିଛି କାବ୍ୟଗୋଷ୍ଠୀରେ କବିତାଗୁଡ଼ିକର ଧାରା ଶ୍ରୋତାମାନଙ୍କୁ ବାନ୍ଧିରଖିଥିଲା
ஒத்த சொற்கள் : ଧାରା
பிற மொழிகளில் மொழிபெயர்ப்பு :
பொருள் : ପ୍ରବାହିତ ହେଉଥିବା ବା ପ୍ରବାହିତ ତରଳ ପଦାର୍ଥ
எடுத்துக்காட்டு :
ନଦୀର ଧାରାକୁ ରୋକି ବନ୍ଧ ବନ୍ଧାଯାଏ
ஒத்த சொற்கள் : ଧାରା
பிற மொழிகளில் மொழிபெயர்ப்பு :
பொருள் : ଯାହା ପ୍ରଚୁର ପରିମାଣରେ ବା ବହୁମାତ୍ରାରେ ଅଚାନକ ବା ପ୍ରଚଣ୍ଡ ରୂପରେ ବାହାରି ଆସେ
எடுத்துக்காட்டு :
ତା ମୁହଁରୁ ବାହାରୁଥିବା ଭର୍ତ୍ସନାର ସ୍ରୋତ ବନ୍ଦ ହେଉନାହିଁ
பிற மொழிகளில் மொழிபெயர்ப்பு :
பொருள் : ବହିବାର କ୍ରିୟା ବା ଭାବ
எடுத்துக்காட்டு :
ସେ ପାଣି ପ୍ରବାହରେ ଭାସି ଗଲା ବର୍ଷା ଦିନରେ ନଦୀମାନଙ୍କର ପ୍ରବାହ ବଢ଼ିଯାଏ
பிற மொழிகளில் மொழிபெயர்ப்பு :