பொருள் : ସ୍ଥିର ବା ନିଶ୍ଚଳ ହେବାର ଅବସ୍ଥା ବା ଭାବ
எடுத்துக்காட்டு :
ଧନ ଅଭାବ କାରଣରୁ ଏହି କାମରେ ସ୍ଥିରତା ଆସିଗଲାଣି ମନର ସ୍ଥିରତା ଶାନ୍ତି ପ୍ରଦାନ କରେ
ஒத்த சொற்கள் : ଅଚଞ୍ଚଳତା, ଜଡ଼ତା, ଜଡ଼ତ୍ୱ, ନିଶ୍ଚଳତା, ପ୍ରଶାନ୍ତତା, ସ୍ଥିରତା
பிற மொழிகளில் மொழிபெயர்ப்பு :
A state of no motion or movement.
The utter motionlessness of a marble statue.பொருள் : ମନର ଏକ ଭାବ ବା ଅବସ୍ଥା ଯାହା କିଛି ପ୍ରିୟ ବା ଅଭିଷ୍ଟ ବସ୍ତୁ ପାଇଲେ ବା କୌଣସି ଭଲ ଏବଂ ଶୁଭ କାର୍ଯ୍ୟ ଅବସରରେ ପ୍ରକାଶିତ ହୁଏ
எடுத்துக்காட்டு :
ତାଙ୍କର ଜୀବନ ଆନନ୍ଦରେ ବିତୁଛି
ஒத்த சொற்கள் : ଆନନ୍ଦ, ଆହ୍ଲାଦ, ଖୁସି, ମଜା, ମୋଦ, ସହଜ, ସହର୍ଷ, ହର୍ଷ
பிற மொழிகளில் மொழிபெயர்ப்பு :
मन का वह भाव या अवस्था जो किसी प्रिय या अभीष्ट वस्तु के प्राप्त होने या कोई अच्छा और शुभ कार्य होने पर होता है।
उसका जीवन आनंद में बीत रहा है।பொருள் : ଯେ ଆନନ୍ଦ ଦିଏ ବା ଯାହାଠାରୁ ଆନନ୍ଦ ବା ପ୍ରସନ୍ନତା ମିଳେ ବା ଯେ ପ୍ରସନ୍ନତାର ସ୍ରୋତ ହୋଇଥାଏ
எடுத்துக்காட்டு :
ଆପଣଙ୍କ ସଙ୍ଗତି ହିଁ ମୋ ପ୍ରସନ୍ନତାର କାରଣ
ஒத்த சொற்கள் : ଆନନ୍ଦ, ଆନନ୍ଦଦାୟକତା, ଆହ୍ଲାଦକ, ଖୁସି, ସୁଖପ୍ରଦତା, ହର୍ଷ
பிற மொழிகளில் மொழிபெயர்ப்பு :
* वह जो आनन्द दे या जिससे आनन्द या प्रसन्नता मिले या जो प्रसन्नता का स्रोत हो।
आपका साथ ही मेरे लिए सुखदायक है।பொருள் : ପ୍ରସନ୍ନ ଅବସ୍ଥା ବା ଭାବ
எடுத்துக்காட்டு :
ରାମର ମୁହଁରେ ପ୍ରସନ୍ନତା ଉକୁଟି ଉଠୁଥିଲା ଆପଣଙ୍କ ସହ ସାକ୍ଷାତ କରି ମୁଁ ଖୁସି ହେଲି
ஒத்த சொற்கள் : ଆନନ୍ଦତା, ଖୁସି, ପ୍ରଫୁଲ୍ଲତା
பிற மொழிகளில் மொழிபெயர்ப்பு :
The quality of being cheerful and dispelling gloom.
Flowers added a note of cheerfulness to the drab room.பொருள் : ପ୍ରସନ୍ନ ହେବାର ଅବସ୍ଥା ବା ଭାବ
எடுத்துக்காட்டு :
ତୁମ ପ୍ରସନ୍ନତାର ସମସ୍ତେ ପ୍ରଶଂସା କରନ୍ତି
ஒத்த சொற்கள் : ଉତଫୁଲ୍ଲତା, ପ୍ରଫୁଲ୍ଲତା, ସହାସ୍ୟତା
பிற மொழிகளில் மொழிபெயர்ப்பு :
जिंदादिल होने की अवस्था या भाव।
तुम्हारी जिंदादिली की सभी प्रशंसा करते हैं।