பொருள் : କୌଣସି ପଦରେ ନିର୍ବାଚନପାଇଁ ଠିଆ ହେବାବାଲା ବ୍ୟକ୍ତି
எடுத்துக்காட்டு :
ଏଠାରୁ କଂଗ୍ରେସ ପ୍ରାର୍ଥୀର ବିଜୟ ହୋଇଅଛି
ஒத்த சொற்கள் : ପ୍ରତ୍ୟାଶୀ
பிற மொழிகளில் மொழிபெயர்ப்பு :
பொருள் : ପ୍ରାର୍ଥନାକାରୀ ବା ଦରଖାସ୍ତ କରିଥିବା ବ୍ୟକ୍ତି
எடுத்துக்காட்டு :
ଚାରି ଜାନୁଆରୀରେ ଆବେଦକ ନ୍ୟାୟାଳୟରେ ଉପସ୍ଥିତ ହେବା ଆବଶ୍ୟକ
ஒத்த சொற்கள் : ଆବେଦକ, ଦରଖାସ୍ତକାରୀ
பிற மொழிகளில் மொழிபெயர்ப்பு :
याचिका या अर्ज़ी करने वाला व्यक्ति।
याचिकाकर्ता को चार जनवरी को अदालत में उपस्थित होना आवश्यक है।பொருள் : କୌଣସି ପଦପାଇଁ ଆବେଦନ କରିଥିବା ବ୍ୟକ୍ତି
எடுத்துக்காட்டு :
ଆଜି ପଦ ଆବେଦନକାରୀଙ୍କ ଆବେଦନ ଉପରେ ବିଚାର ବିମର୍ଶ ହେବ
ஒத்த சொற்கள் : ପଦ ଆବେଦନକାରୀ
பிற மொழிகளில் மொழிபெயர்ப்பு :
பொருள் : ପ୍ରାର୍ଥନା ବା ଆବେଦନ କରୁଥିବା ବ୍ୟକ୍ତି
எடுத்துக்காட்டு :
ସମସ୍ତ ପ୍ରାର୍ଥୀଙ୍କ ଦରଖାସ୍ତ ଗ୍ରହଣ କରାଯିବ ନାହିଁ
ஒத்த சொற்கள் : ଆବେଦକ, ପ୍ରାର୍ଥନାକାରୀ
பிற மொழிகளில் மொழிபெயர்ப்பு :
One praying humbly for something.
A suppliant for her favors.பொருள் : ପ୍ରାର୍ଥନା ବା ଆବେଦନ କରିବା ବ୍ୟକ୍ତି
எடுத்துக்காட்டு :
ପ୍ରାର୍ଥୀ କର୍ମଚାରୀମାନଙ୍କ ଦରଖାସ୍ତଗୁଡ଼ିକ ଉପରେ ଆଜି ବିଚାର କରାଯିବ
ஒத்த சொற்கள் : ନିବେଦକ, ପ୍ରାର୍ଥନାକର୍ତ୍ତା
பிற மொழிகளில் மொழிபெயர்ப்பு :