பொருள் : ସୁନାରୂପାର ଗହଣା ତିଆରି କରୁଥିବା ବ୍ୟକ୍ତି
எடுத்துக்காட்டு :
ମା ବଣିଆପାଖରେ ପଚାଶ ହଜାର ଟଙ୍କାର ଗହଣା ଗଢ଼େଇଲେ
ஒத்த சொற்கள் : ସୁନାରି, ସୁବର୍ଣ୍ଣକାର, ସ୍ୱର୍ଣ୍ଣକାର
பிற மொழிகளில் மொழிபெயர்ப்பு :
பொருள் : କୌଣସି ବସ୍ତୁ ଆଦିର ଗୁଣ, ଦୋଷ ଚିହ୍ନଟ କରୁଥିବା ଲୋକ
எடுத்துக்காட்டு :
ଆମ ଗୁରୁଜୀ ଜଣେ କୁଶଳ ଜହୁରୀ, ସେ କୌଣସି ଲୋକର ହାବଭାବରୁ ତାର ମହତ୍ତ୍ୱକୁ ମାପି ନିଅନ୍ତି
பிற மொழிகளில் மொழிபெயர்ப்பு :
किसी वस्तु आदि के गुण-दोष की पहचान करनेवाला व्यक्ति।
हमारे गुरुजी एक कुशल जौहरी हैं,वे किसी व्यक्ति के हाव-भाव से ही उसके महत्व को आँक लेते हैं।பொருள் : ଗହଣାଗଢ଼ା ସ୍ଥାନର ପାଉଁଶକୁ ସଫାକରି ସେଥିରୁ ସୁନା,ରୂପା ଆଦି ବାହାର କରୁଥିବା ବ୍ୟକ୍ତି
எடுத்துக்காட்டு :
ନ୍ୟାୟାରିୟା ଗହଣାଗଢ଼ା ସ୍ଥାନର ପାଉଁଶକୁ ସଫା କରୁଛି
ஒத்த சொற்கள் : ନ୍ୟାୟାରିୟା
பிற மொழிகளில் மொழிபெயர்ப்பு :
नियार को साफ करके उसमें से सोना,चाँदी आदि निकालने वाला व्यक्ति।
न्यायारिया नियार को साफ कर रहा है।