பொருள் : ନଦୀ ପାରହେବାପାଇଁ ତିଆରି କରାଯାଇଥିବା କାଠ କିମ୍ବା ଖମ୍ବଯୁକ୍ତ ସିମେଣ୍ଟ ରାସ୍ତା
எடுத்துக்காட்டு :
ନଦୀଗୁଡିକ ଉପରେ ଜାଗା ଜାଗାରେ ପୋଲ ତିଆରି କରାଯାଉଛି
பிற மொழிகளில் மொழிபெயர்ப்பு :
பொருள் : ନଦୀକୂଳରେ ଗଢା ହେଉଥିବା ବନ୍ଧ
எடுத்துக்காட்டு :
କୃଷକ ନିଜର କ୍ଷେତରେ ଜଳସେଚନ ପାଇଁ ବନ୍ଧ ବାନ୍ଧୁଛି
பிற மொழிகளில் மொழிபெயர்ப்பு :
பொருள் : ପାଣିକୁ ରୋକିବା ପାଇଁ ଅବା ପାଚେରୀକୁ ଟାଣ ରଖିବା ପାଇଁ ଏହାକୁ ଲଗାଇ ରଖାଯାଇଥିବା ଇଟା,ପଥର,ମାଟିର ଢେର
எடுத்துக்காட்டு :
ବନ୍ୟାରେ ବନ୍ଧ ବି ଧୋଇଗଲା
பிற மொழிகளில் மொழிபெயர்ப்பு :
A long artificial mound of stone or earth. Built to hold back water or to support a road or as protection.
embankmentபொருள் : ନଦୀ ବା ଜଳାଶୟର ଜଳ ଅଟକାଇବାପାଇଁ ତାହାର ଧାରେଧାରେ ମାଟି କିମ୍ବା ପଥର ଆଦିର ରଚନା
எடுத்துக்காட்டு :
ନଦୀରେ ବନ୍ଧ ପକାଇ ବିଜୁଳୀ ଶକ୍ତି ଉତ୍ପନ୍ନ କରାଯାଏ
பிற மொழிகளில் மொழிபெயர்ப்பு :