பொருள் : ଯାହାକୁ ଛଡ଼ାଯାଇଥାଏ ବା ତ୍ୟାଗ କରାଯାଇଥାଏ ବା ଅଲଗା କରାଯାଇଥାଏ
எடுத்துக்காட்டு :
ସମାଜରୁ ବିତାଡ଼ିତ ଲୋକମାନଙ୍କ ଘରେ ସମାଜର କୌଣସି ବ୍ୟକ୍ତି ତା ଝିଅକୁ ବିବାହ କରାଏନାହିଁ
ஒத்த சொற்கள் : ବିତାଡ଼ିତ
பொருள் : ଯାହାକୁ ବାହାର କରିଦିଆ ଯାଇଛି
எடுத்துக்காட்டு :
ବହିଷ୍କୃତ ବୋହୂ ଘରର ଦୁଆର ବାହାରେ ବସିଛି
ஒத்த சொற்கள் : ବାହାର କରାଯାଇଥିବା
பிற மொழிகளில் மொழிபெயர்ப்பு :
பொருள் : ଯେଉଁମାନେ ବାଦ୍ ପଡ଼ିଥାନ୍ତି
எடுத்துக்காட்டு :
ପ୍ରତିଯୋଗିତାରୁ ବହିଷ୍କୃତ ଖେଳାଳୀମାନଙ୍କୁ ଆଉ ଥରେ ସୁଯୋଗ ଦିଆଯିବ
ஒத்த சொற்கள் : ବିତାଡ଼ିତ
பிற மொழிகளில் மொழிபெயர்ப்பு :
பொருள் : ଯେ ଖେଳରେ ଷ୍ଟ୍ରାଇକଆଉଟ ଯୋଗୁଁ ବହିଷ୍କାର ହୋଇଯାଇଥାଏ
எடுத்துக்காட்டு :
ବହିଷ୍କୃତ ଖେଳାଳି ନିରାଶ ଥିଲା
ஒத்த சொற்கள் : ଦୂରୀକୃତ, ବାହାରକରାଯାଇଥିବା, ବିତାଡ଼ିତ
பிற மொழிகளில் மொழிபெயர்ப்பு :
பொருள் : ବହିଷ୍କାର କରାଯାଇଥିବା
எடுத்துக்காட்டு :
ଏକା ବହିଷ୍କୃତ ଲୋକମାନଙ୍କର ସଂସ୍ଥା