பொருள் : କୌଣସି ବସ୍ତୁ ଆଦିର ମୂଲ୍ୟ ଯାହା ମାଲିକକୁ ପରେ ଦିଆଯାଇଥାଏ
எடுத்துக்காட்டு :
ଏବେ ଲୁଗା ବେପାରୀଙ୍କର ମୋ ଉପରେ ଦୁଇ ହଜାର ଟଙ୍କା ଉଧାର ଅଛି
பிற மொழிகளில் மொழிபெயர்ப்பு :
Money or goods or services owed by one person to another.
debtபொருள் : ଯାହା ବଳକା ଅଛି (ଯେଉଁଠି ଅନ୍ୟସବୁ କୌଣସି ପ୍ରକାରେ ସମାପ୍ତ ବା ନଷ୍ଟ ହୋଇଯାଇଛି)
எடுத்துக்காட்டு :
ଘରେ ନିଆଁ ଲାଗି ଆଉ କିଛି ବାକି ରହିଲା ନାହିଁ
பிற மொழிகளில் மொழிபெயர்ப்பு :
वह जो बचा हो या बची हुई वस्तु (जबकि अन्य किसी प्रकार समाप्त सा नष्ट हो गया हो)।
घर में आग लगने से कुछ भी शेष नहीं बचा।பொருள் : ଅନ୍ୟଠାରୁ ପାଇବା ବା ପ୍ରାପ୍ତକରିବାକୁ ଥିବା ଟଙ୍କା
எடுத்துக்காட்டு :
ସାହୁକାର ସବୁ ମାସର ଏକ ତାରିଖରେ ହିଁ ପାଉଣା ନେବା ପାଇଁ ଘରେ ପହଞ୍ଚିଯାଆନ୍ତି
ஒத்த சொற்கள் : ଦେୟ, ପାଉଣା, ପ୍ରାପ୍ୟ ଧନ
பிற மொழிகளில் மொழிபெயர்ப்பு :
A payment that is due (e.g., as the price of membership).
The society dropped him for non-payment of dues.பொருள் : ଯାହା ସମାପ୍ତ ହେଇନାହିଁ
எடுத்துக்காட்டு :
ଅସମାପ୍ତ କାର୍ଯ୍ୟକୁ ପୂରା କର ଅଧାପନ୍ତରିଆ ଜ୍ଞାନ ଘାତକ ହୋଇଥାଏ
ஒத்த சொற்கள் : ଅଧାଖଣ୍ଡିଆ, ଅପୂର୍ଣ୍ଣ, ଅସଂପୂର୍ଣ୍ଣ, ଅସମାପ୍ତ
பிற மொழிகளில் மொழிபெயர்ப்பு :
பொருள் : ଯାହା ବ୍ୟବହାରରେ ଆସି ନପାରି ବଳି ଯାଇଛି
எடுத்துக்காட்டு :
ବଳକା ଖାଇବା ଘୋଡ଼େଇକି ରଖିଦିଅ
பிற மொழிகளில் மொழிபெயர்ப்பு :