பொருள் : ଦୂରକୁ ଦୌଡ଼ି ନ ପଳାଇବାପାଇଁ ଦୁଇଟି ଗାଈଙ୍କ ଗୋଡ଼କୁ ପରସ୍ପର ସହିତ ବାନ୍ଧିଦେବା
எடுத்துக்காட்டு :
ଗାଈଚରାଳି ହଇରାଣ ହେବାରୁ ଦୁଇଟିଯାକ ଦୁଷ୍ଟଗାଈଙ୍କୁ ଛନ୍ଦିଦେଲା
ஒத்த சொற்கள் : ଛନ୍ଦିବା
பிற மொழிகளில் மொழிபெயர்ப்பு :
பொருள் : ରସିଆଦିଦ୍ୱାରା ଗୋଡ଼ ଇତ୍ୟାଦି ବାନ୍ଧିବା ବା ଗଣ୍ଠି ପକାଇବା
எடுத்துக்காட்டு :
ସେ ରୋଗଣା ମଇଁଷିକୁ ଇଞ୍ଜେକସନ ଦେବା ପୂର୍ବରୁ ତା ଆଗଗୋଡ଼କୁ ରସିରେ ବାନ୍ଧିଦେଲା
ஒத்த சொற்கள் : ଗଣ୍ଠି ପକାଇବା, ଛନ୍ଦିବା
பிற மொழிகளில் மொழிபெயர்ப்பு :
பொருள் : ଚୂନାଆଦିକୁ ଗୋଲାକାର ରୂପକୁ ଆଣିବା
எடுத்துக்காட்டு :
ଭାଉଜ ବେସନ ଲଡ଼ୁ ବଳୁଛନ୍ତି
ஒத்த சொற்கள் : ଗୋଟଳା କରିବା, ବଳିବା
பிற மொழிகளில் மொழிபெயர்ப்பு :
चूर्ण आदि को पिंड के रूप में लाना।
भाभी बेसन के लड्डू बाँध रही हैं।பொருள் : ଦଉଡ଼ି, ଲୁଗାଆଦିକୁ ମୋଡ଼ି ଗଣ୍ଠି ପକାଇବା
எடுத்துக்காட்டு :
ସେ କାଠଗୁଡ଼ିକ ବାନ୍ଧୁଛନ୍ତି
ஒத்த சொற்கள் : ଗ୍ରନ୍ଥନ
பிற மொழிகளில் மொழிபெயர்ப்பு :