பொருள் : ଯୁଦ୍ଧ ହେତୁ ପ୍ରଶିକ୍ଷିତ ଏବଂ ଅସ୍ତ୍ରଶସ୍ତ୍ରରେ ସଜାହୋଇଥିବା ସୈନ୍ୟଗଣ ବା ସିପାହୀ ସମୂହ
எடுத்துக்காட்டு :
ଭାରତୀୟ ସେନା ଶତ୍ରୁମାନଙ୍କୁ ଛିନଛତ୍ର କରିଦେଲେ
பிற மொழிகளில் மொழிபெயர்ப்பு :
The military forces of a nation.
Their military is the largest in the region.பொருள் : ଲୋକମାନଙ୍କର ସେହି ଗୋଷ୍ଠୀ ଯେଉଁମାନଙ୍କ ପାଖରେ ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ନିମନ୍ତେ ଶକ୍ତି ବା କ୍ଷମତା ଥାଏ
எடுத்துக்காட்டு :
ସେ ଗୋଟିଏ ଦଳରେ ମିଶିବାକୁ ଚାହୁଁଛି
ஒத்த சொற்கள் : ଦଳ
பிற மொழிகளில் மொழிபெயர்ப்பு :
A group of people having the power of effective action.
He joined forces with a band of adventurers.