பொருள் : ଭାରତୀୟ ଦର୍ଶନ ଅନୁସାରେ ଜୀବନୀଶକ୍ତି ବା ପ୍ରାଣର ଯେଉଁ ମୁଖ୍ୟ ଆଧାର ଶରୀର ଭିତରେ ରହିଥାଏ
எடுத்துக்காட்டு :
ବାୟୁର ପ୍ରାଣ,ଅପାନ,ସମାନ,ଉଦାନ ଏବଂବ୍ୟାନ-ଏହି ପାଞ୍ଚଭେଦ ଗଣାଯାଏ
பிற மொழிகளில் மொழிபெயர்ப்பு :
भारतीय दर्शन के अनुसार जीवनी-शक्ति या प्राणों का वह मुख्य आधार जो शरीर के अन्दर रहता है।
वायु के प्राण, अपान, समान, उदान और व्यान - ये पाँच भेद माने गए हैं।(biology) a hypothetical force (not physical or chemical) once thought by Henri Bergson to cause the evolution and development of organisms.
elan vital, life force, vital force, vitalityபொருள் : ପ୍ରାୟଃ ସର୍ବତ୍ର ଚଳମାନ ଏକ ତତ୍ତ୍ୱ ଯାହା ସାରା ପୃଥିବୀରେ ବ୍ୟାପ୍ତ ଏବଂ ଯେଉଁଥିରେ ପ୍ରାଣୀ ଶ୍ୱାସ ନେଇଥାନ୍ତି
எடுத்துக்காட்டு :
ପବନ ଅଭାବରେ ଜୀବନ କଳ୍ପନା କରାଯାଇପାରିବ ନାହିଁ
ஒத்த சொற்கள் : ଅନିଳ, ଜୀବନ, ପବନ, ପ୍ରାଣ, ମରୁତ, ସମୀର
பிற மொழிகளில் மொழிபெயர்ப்பு :
प्रायः सर्वत्र चलता रहने वाला वह तत्व जो सारी पृथ्वी पर व्याप्त है और जिसमें प्राणी साँस लेते हैं।
हवा के अभाव में जीवन की कल्पना नहीं की जा सकती।பொருள் : ପାଚନ ସଂସ୍ଥାନରେ ଅଜୀର୍ଣ୍ଣଯୋଗୁଁ ସୃଷ୍ଟି ହେଉଥିବା ବାୟୁ
எடுத்துக்காட்டு :
ପେଟରେ ଅଧିକ ଅମ୍ଳତା କାରଣରୁ ବାୟୁ ହୁଏ
ஒத்த சொற்கள் : ଗ୍ୟାସ
பிற மொழிகளில் மொழிபெயர்ப்பு :
பொருள் : ବାୟୁ ବିକାର ସମ୍ବନ୍ଧୀୟ
எடுத்துக்காட்டு :
ଶୀତ ଦିନରେ ବାୟୁ ରୋଗୀମାନଙ୍କୁ ବହୁତ ହଇରାଣ ହେବାକୁ ହୁଏ
ஒத்த சொற்கள் : ଗେଷ୍ଟିକ୍, ଗ୍ୟାଷ୍ଟ୍ରିକ୍
பிற மொழிகளில் மொழிபெயர்ப்பு :