பொருள் : ସ୍ଥିର କରାଯାଇଥିବା ନିୟମ ଓ ବିଧାନ, ଯାହାର ପାଳନ ସମସ୍ତଙ୍କପାଇଁ ଆବଶ୍ୟକ ଓ ଅନିବାର୍ଯ୍ୟ ଏବଂ ଯାହାର ଉଂଲଘନ କଲେ ମନୁଷ୍ୟ ଦଣ୍ଡିତ ହୁଏ ବା ହୋଇପାରେ
எடுத்துக்காட்டு :
ନିୟମ ବିପରୀତ କୌଣସି ବି କାର୍ଯ୍ୟ ଆପଣଙ୍କୁ ସଙ୍କଟରେ ପକାଇପାରେ
ஒத்த சொற்கள் : ଆଇନ, କାନୁନ, ନିୟମ, ବିଧାନ
பிற மொழிகளில் மொழிபெயர்ப்பு :
Legal document setting forth rules governing a particular kind of activity.
There is a law against kidnapping.பொருள் : ସେହି କାର୍ଯ୍ୟ ବା ପ୍ରଯତ୍ନ ବା ସାଧନ ଯାହାଦ୍ୱାରା ଅଭୀଷ୍ଟକୁ ପ୍ରାପ୍ତ କରିହୁଏ
எடுத்துக்காட்டு :
ଏପରି ଏକ ଉପାୟ ବତାନ୍ତୁ, ଯାହାଦ୍ୱାରା ଏହି କାର୍ଯ୍ୟ ସହଜ ହୋଇପାରିବ
ஒத்த சொற்கள் : ଉପାୟ, ପ୍ରଯତ୍ନ, ବାଟ, ମାର୍ଗ, ଯତ୍ନ, ରାସ୍ତା, ସାଧନ
பிற மொழிகளில் மொழிபெயர்ப்பு :
वह कार्य या प्रयत्न जिससे अभीष्ट तक पहुँचा जाए।
कोई ऐसा उपाय बताइए जिससे यह काम आसानी से हो जाए।பொருள் : କାମଆଦି କରିବାପାଇଁ ନିର୍ଦିଷ୍ଟ ଶୈଳୀ
எடுத்துக்காட்டு :
ଯଦି ତୁମେ ଏହି ଢଙ୍ଗରେ କାମ କରିବ, ତେବେ ପରେ ବହୁତ ପଶ୍ଚାତାପ କରିବ
ஒத்த சொற்கள் : କାମ ଶୈଳୀ, ଢଙ୍ଗ, ପଦ୍ଧତି, ରୀତି, ଶୈଳୀ
பிற மொழிகளில் மொழிபெயர்ப்பு :
A way of doing something, especially a systematic way. Implies an orderly logical arrangement (usually in steps).
method