பொருள் : କୋପ ଭାବ ବା ସେହିପ୍ରକାର କ୍ରୋଧ ଯାହା ମନେମନେ ରହେ
எடுத்துக்காட்டு :
ମୋ କଥା ଶୁଣି ତାଙ୍କୁ ଚିଡ଼ା ଲାଗୁଥିଲା
ஒத்த சொற்கள் : ଚିଡ଼ା
பிற மொழிகளில் மொழிபெயர்ப்பு :
பொருள் : ଯେ ସାଂସାରିକ ବସ୍ତୁ ତଥା ସୁଖ ପ୍ରତି ରାଗ ବା ଆସକ୍ତିକୁ ପୂରାପୂରି ଛାଡ଼ି ଦେଇଛନ୍ତି
எடுத்துக்காட்டு :
ଜରା, ମୃତ୍ୟୁଆଦି ଦେଖିଲା ପରେ ଭଗବାନ ବୁଦ୍ଧ ସଂସାର ପ୍ରତି ବିରାଗ ପ୍ରକାଶ କଲେ
ஒத்த சொற்கள் : ଔଦାସୀନ୍ୟ, ବିତୃଷ୍ଣ, ବିମୁଖ, ବିରାଗ, ବୈରାଗ୍ୟ
பிற மொழிகளில் மொழிபெயர்ப்பு :
जिसने सांसारिक वस्तुओं तथा सुखों के प्रति राग अथवा आसक्ति बिलकुल छोड़ दी हो।
विरक्त सिद्धार्थ को कठोर साधना के बाद बोध गया में बोधी वृक्ष के नीचे ज्ञान प्राप्त हुआ।Freed from enchantment.
disenchantedபொருள் : ଯେ କୌଣସି କାମ, ବସ୍ତୁ, ବ୍ୟକ୍ତିଆଦି ପ୍ରତି ବିରକ୍ତ ପ୍ରକାଶ କରିଛି
எடுத்துக்காட்டு :
କାମରେ ବିରକ୍ତ ହୋଇ ସ୍ତ୍ରୀଲୋକମାନେ ସିନେମା ଦେଖିବାକୁ ଚାଲିଗଲେ
பிற மொழிகளில் மொழிபெயர்ப்பு :