பொருள் : ଏହା ନିଶ୍ଚୟ ଯେ ଏଭଳି ହେବ, ଅଥବା ଅମୁକ ବ୍ୟକ୍ତି ଏଭଳି କରେ ବା କରିବ
எடுத்துக்காட்டு :
ବିଶ୍ୱାସ ଉପରେ ଦୁନିଆ ତିଷ୍ଠିରହିଛି ଭଗବାନଙ୍କ ଉପରେ ବିଶ୍ୱାସ ରଖନ୍ତୁ, ଆପଣଙ୍କ ହଜିଲା ପୁଅ ମିଳିଯିବ
ஒத்த சொற்கள் : ଆତ୍ମପ୍ରତ୍ୟୟ, ଆଶା, ଆସ୍ଥା, ନିର୍ଭର, ଭରସା
பிற மொழிகளில் மொழிபெயர்ப்பு :
பொருள் : କୌଣସି ଧର୍ମର ମୂଳ କଥା ଯାହାକୁ ଗ୍ରହଣ କଲେ ସେ ବ୍ୟକ୍ତି ସେହି ଧର୍ମରେ ସମ୍ମିଳିତ ହୋଇଯାଏ
எடுத்துக்காட்டு :
କବୀର ଅଦ୍ୱୈତ ମତବାଦକୁ ମାନୁଥିଲେ
ஒத்த சொற்கள் : ମତବାଦ
பிற மொழிகளில் மொழிபெயர்ப்பு :
பொருள் : ପରଲୋକ, ଈଶ୍ୱରଆଦି ସମ୍ପର୍କରେ ବିଶେଷ ଧରଣର ବିଶ୍ୱାସ ଓ ଉପାସନାର ବିଶେଷ ପ୍ରଣାଳୀ
எடுத்துக்காட்டு :
ହିନ୍ଦୁଧର୍ମର ସବୁଠାରୁ ବଡ଼ ବିଶେଷତା ହେଉଛି ଯେ ଏହା ଅନ୍ୟ ସମସ୍ତ ଧର୍ମ ପ୍ରତି ସହନଶୀଳ
பிற மொழிகளில் மொழிபெயர்ப்பு :
A strong belief in a supernatural power or powers that control human destiny.
He lost his faith but not his morality.