பொருள் : କୌଣସି ବୀମା ପଲିସି ନିମନ୍ତେ ନିୟମିତ ସମୟ ଅନ୍ତରରେ କିସ୍ତି ଆକାରରେ ପରିଶୋଧ କରା ଯାଉଥିବା ଧନରାଶି
எடுத்துக்காட்டு :
ମୋର ବର୍ତ୍ତମାନ ଭାରତୀୟ ଜୀବନ ବୀମା ନିଗମର ଗୋଟିଏ ବୀମା କିସ୍ତି ପୂରଣ କରିବାର ଅଛି
ஒத்த சொற்கள் : ପ୍ରିମିୟମ
பிற மொழிகளில் மொழிபெயர்ப்பு :
वह धनराशि जो किसी बीमा पालिसी के लिए एक नियमित समय पर किस्तों में भुगतानित की जाती है।
मुझे अभी भारतीय जीवन बीमा निगम की एक बीमा-किस्त भरनी है।