பொருள் : ହାତ ବା ଯନ୍ତ୍ରରେ କିଛି ସୂତା ତଳ ଉପର କରି କୌଣସି ବସ୍ତୁ ତିଆରି କରିବା
எடுத்துக்காட்டு :
ସୀତା ତା ପିଲାପାଇଁ ଗୋଟିଏ ସୋଏଟର ବୁଣୁଛି
பிற மொழிகளில் மொழிபெயர்ப்பு :
हाथ या यंत्रों से कुछ सूतों को ऊपर और कुछ को नीचे से निकालकर कोई चीज़ बनाना।
सीता अपने बच्चे के लिए एक स्वेटर बुन रही है।பொருள் : ଫସଲ ଉପୁଜାଇବାପାଇଁ ଖେତରେ ମଞ୍ଜି ଛାଟିବା ବା ଫିଙ୍ଗିବା
எடுத்துக்காட்டு :
କୃଷକଟି ଖେତରେ ଧାନ ବୁଣୁଛି
ஒத்த சொற்கள் : ବପନ କରିବା
பிற மொழிகளில் மொழிபெயர்ப்பு :
उपजाने के लिए खेत में बीज छिड़कना या बिखेरना।
किसान खेत में गेहूँ बो रहा है।பொருள் : ହାତଦ୍ୱାରା ଖେତରେ ମଞ୍ଜିକୁ ଛାଟି ବା ଫିଙ୍ଗି ବୁଣିବା
எடுத்துக்காட்டு :
କୃଷକଟି ଖେତରେ ମଞ୍ଜି ବୁଣୁଛି
ஒத்த சொற்கள் : ଛାଟିବା, ବପନକରିବା, ବିକ୍ଷିପ୍ତକରିବା
பிற மொழிகளில் மொழிபெயர்ப்பு :
பொருள் : ଏପାଖ ସେପାଖ ଖେଳେଇବା
எடுத்துக்காட்டு :
ଶିକାରୀ ଗଛ ତଳେ ଦାନା ବୁଣିଲେ
ஒத்த சொற்கள் : ଖେଳେଇବା, ଛିଞ୍ଚିବା, ବିକୀର୍ଣ୍ଣ କରିବା
பொருள் : କୌଣସି କଥାର ସୂତ୍ରପାତ କରିବା
எடுத்துக்காட்டு :
ଛାଡ଼ପତ୍ର ଦେଇଥିବା ମହିଳା ନିଜ ପିଲା ମନରେ ସେମାନଙ୍କର ବାପ ପ୍ରତି ଘୃଣାର ବୀଜ ବୁଣିଲା
பிற மொழிகளில் மொழிபெயர்ப்பு :
किसी बात का सूत्रपात करना।
तलाक़शुदा औरत ने अपने बच्चे के मन में उसके पिता के प्रति घृणा के बीज बोए।