பொருள் : ଏକ ଛୋଟ ଚଢ଼େଇ ଯାହାର ସ୍ୱର ସୁମଧୁର ହୋଇଥାଏ
எடுத்துக்காட்டு :
ପିଲାଟି ଏକ ଧ୍ୟାନରେ ଡାଳ ଉପରେ ବସିଥିବା ବୁଲ୍ବୁଲ୍କୁ ଦେଖୁଥିଲା
பிற மொழிகளில் மொழிபெயர்ப்பு :
एक छोटी चिड़िया जिसकी आवाज सुरीली होती है।
बच्चा बहुत गौर से डाल पर बैठी हुई बुलबुल को देख रहा था।