பொருள் : କୌଣସି ନାମରେ ଜଣାଯିବା
எடுத்துக்காட்டு :
ଲୋକ ଗାନ୍ଧୀଙ୍କୁ ବାପୁ ମଧ୍ୟ କହନ୍ତି
ஒத்த சொற்கள் : କହିବା
பிற மொழிகளில் மொழிபெயர்ப்பு :
பொருள் : ମୁହଁରେ ବ୍ୟକ୍ତ ଏବଂ ସ୍ପଷ୍ଟ ଧ୍ୱନି ବାହାରିବା
எடுத்துக்காட்டு :
ସୀମା ‘ଡ’ କୁ ‘ର’ କହେ
ஒத்த சொற்கள் : ଉଚ୍ଚାରଣ କରିବା, ଉଚ୍ଚାରିବା, କହିବା
பிற மொழிகளில் மொழிபெயர்ப்பு :
பொருள் : କାହାରି ବିଷୟରେ ନିଶ୍ଚିତତା ଓ ଆତ୍ମବିଶ୍ୱାସ ସହିତ କିଛି ସକାରାତ୍ମକ ବିବରଣୀ ଦେବା
எடுத்துக்காட்டு :
ସେ ଭଲଲୋକ ନୁହେଁ ବୋଲି ମୁଁ ତୁମକୁ କହିଥିଲି
ஒத்த சொற்கள் : କହିବା, ବିବରଣୀଦେବା, ବ୍ୟକ୍ତକରିବା, ସ୍ପଷ୍ଟକରିବା
பிற மொழிகளில் மொழிபெயர்ப்பு :