பொருள் : ଖଣ୍ଡ ଖଣ୍ଡ କରାଯାଇଥିବା
எடுத்துக்காட்டு :
ମଜୁରିଆ ଭଗ୍ନ ପାଷାଣକୁ ରାସ୍ତା ଉପରେ ଫୋପାଡ଼ି ଦେଲା
ஒத்த சொற்கள் : ଭଗ୍ନ, ଭାଙ୍ଗିଯାଇଥିବା
பிற மொழிகளில் மொழிபெயர்ப்பு :
Physically and forcibly separated into pieces or cracked or split.
A broken mirror.பொருள் : ଯାହା ଭୁଷୁଡ଼ିପଡ଼ିଛି ବା ଭାଙ୍ଗିଯାଇଛି
எடுத்துக்காட்டு :
ସେ ଭଙ୍ଗାଘରେ ଜୀବନ ଯାପନ କରିବା ନିମନ୍ତେ ବାଧ୍ୟ
ஒத்த சொற்கள் : ଅବକ୍ଷିପ୍ତ, ଗଡ଼ିପଡ଼ିଥିବା, ଧରାଶାୟୀ, ଭୁଷୁଡ଼ିପଡ଼ିଥିବା, ସ୍ଖଳିତ
பிற மொழிகளில் மொழிபெயர்ப்பு :
பொருள் : ଯାହା ଭାଙ୍ଗି ଯାଇଛି ବା ଖଣ୍ଡ ଖଣ୍ଡ ହୋଇଛି
எடுத்துக்காட்டு :
ଶିବଙ୍କର ଭଗ୍ନ ଧନୁକୁ ଦେଖିବାକ୍ଷଣି ପର୍ଶୁରାମ ବିଚଳିତ ହୋଇଗଲେ ଭଗ୍ନ ଘରକୁ ମରାମତି କରିବା ଦରକାର
ஒத்த சொற்கள் : ଖଣ୍ଡିତ, ବିଖଣ୍ଡିତ, ଭଗ୍ନ
பிற மொழிகளில் மொழிபெயர்ப்பு :
Physically and forcibly separated into pieces or cracked or split.
A broken mirror.